Featuredଓଡ଼ିଶା

୨-୪ ଡିଗ୍ରୀ ସହ ପୁଣି ବଢିବ ଶୀତ

ଭୁବନେଶ୍ୱର: ପୁଣି ବଢିବ ଶୀତ । ଶୀତକୁ ନେଇ ପାଣିପାଗ ବିଭାଗର ଆକଳନ । ଆଉ ୪ ଦିନ ପରେ ପୁଣି ଶୀତ ବଢିବ । ୧୭ ତାରିଖରୁ ରାଜ୍ୟରେ ପୁଣି ଶୀତ ବଢିବ । ସ୍ବଭାବିକ ଠାରୁ ୨-୪ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି । ଏହା ସହ କିଛି ଜିଲାରେ ଘନ କୁହୁଡି ନେଇ ମଧ୍ୟ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com