ନୂଆଦିଲ୍ଲୀ: ଓଡ଼ିଶାରେ ଆୟୁଷ୍ମାନ ଯୋଜନା ପାଇଁ ସ୍ୱାକ୍ଷର ହେଲା ଏମଓୟୁ । କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାରଙ୍କର ହୋଇଛି ଚୁକ୍ତି । ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୁପକ୍ଷଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚୁକ୍ତିକୁ ମିଳିଛି ମଂଜୁରି । ୩୦ ହଜାର ହସ୍ପିଟାଲ ସହ ଯୋଡ଼ି ହେବ ଏହି ଯୋଜନା । ସାରା ଦେଶରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ । ଏହି ଯୋଜନାରେ ୧.୩ କୋଟି ପରିବାରକୁ ପ୍ରଦାନ କରାଯିବ କାର୍ଡ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡାଙ୍କ ସହ ଆଲୋଚନା କରାଯାଇଛି ।
Related Articles
Check Also
Close