କେଉଁଝର: ମିଳିଲା ୩୫୦୦ ଟଙ୍କା । ୮୦ ଓ ତାଠାରୁ ଉଦ୍ଧ୍ୱର୍ ବୟସର ଲୋକ କିମ୍ବା ୮୦% ଦିବ୍ୟାଙ୍ଗଙ୍କୁ ମିଳିଲା ଏହି ଭତ୍ତା । କେଉଁଝରରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କାକୁ ହିତାଧିକାରୀଙ୍କ ମଧ୍ୟରେ ବାଣ୍ଟିଛନ୍ତି ।