ଭୁବନେଶ୍ୱର: ଅପିଲ୍ କଲେ ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରା ଟଙ୍କା ଯୋଜନାକୁ ନେଇ ଆସିଲା ବଡ ଖବର । ରାଜ୍ୟ ବାହାରେ ଏବେବି ରହିଛନ୍ତି ଅନେକ ମହିଳା । ଯେଉଁମାନେ କି ସୁଭଦ୍ରାରେ ସାମିଲ ହେବା ପାଇଁ ଏଯାଏଁ ଆବେଦନ କରିନାହାଁନ୍ତି । ସେମାନଙ୍କୁ ଅନୁରୋଧ ଶୀଘ୍ର ଆବେଦନ କରନ୍ତୁ । ସୁଭଦ୍ରା କୁ ନେଇ ଜିଲ୍ଳା ରିଭ୍ୟୁରୁ ଆସିଲା ଏହି ବଡ ତଥ୍ୟ । ସୁଭଦ୍ରା ଯୋଜାନରେ ସାମିଲ ହେବା ପାଇଁ ପ୍ରଭାତୀ ପରିଡାଙ୍କ ଅପିଲ୍ ।