Featuredଜାତୀୟ

ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଜାତୀୟ ପତାକାକୁ ଦିଆଯାଉଛି ସମ୍ମାନ । ଦେଶଭକ୍ତିରେ ବିଭୋର ଦେଶବାସୀ । ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ କରାଯାଉଛି । ରାଷ୍ଟ୍ରୀୟ ସ୍ମାରକ ସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକୁ ଆଗକୁ ବଢାଇଥିବା ବେଳେ କର୍ତ୍ତବ୍ୟ ପଥରେ ପତାତା ଉତ୍ତୋଳନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଭିଙ୍କ ମନରେ ଦେଶ ପ୍ରେମର ଝଲକ ଦେଖିବାକୁ ମିଳୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com