
କଟକ: ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି । ଏନେି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ସମୟରେ ଏନେଇ ଘୋଷଣା କରିଛନ୍ତି । ତେବେ ଲୋକଙ୍କୁ ଏ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟର ଟଙ୍କା ମିଳିନାହିଁ । ଏ ଯାଏଁ ଲକ୍ଷାଧିକ ମହିଳାଙ୍କ ଖାତାକୁ ଯାଇନି ସୁଭଦ୍ରା ପଇସା ।