ରାଜନୀତି

ପାଣ୍ଡିଆନଙ୍କ ଇସାରାରେ ବିଧାନସଭା ଚଲେଇ ଦେଉନାହାନ୍ତି ବିଜେଡି ନେତା ; ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର : ବାରାମ୍ବାର ଗୃହ ଅଚଳକୁ ନେଇ ପୁଣି ମୁହାଁମୁହିଁ ହେଲେ ଶାସକ ବିରୋଧୀ । ମୁଲତବୀ ପରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ଗୃହରେ ବିସ୍ଫୋରକ ବୟାନ ଦେଇଛନ୍ତି ଜୟନାରାୟଣ ମିଶ୍ର । ସେ କହିଛନ୍ତି , ବିରୋଧୀ ଚାଷୀ ପ୍ରସଙ୍ଗରେ ମୁଲତବି ଆଣିଥିଲେ, ସରକାର ମଧ୍ୟ ଏ ସମ୍ପର୍କରେ ଆଲୋଚନା ପାଇଁ ରାଜି ଥିଲେ, କିନ୍ତୁ କଣ ପାଇଁ କାଲିଠାରୁ ଆଜି ପର୍ଯ୍ୟନ୍ତ ଗୃହକୁ ମୁଲତବି କରାଯାଇଛି । ମୁଁ ଲବିରେ ଥବା କିଛି ବିଜେଡ଼ି ବିଧାୟକଙ୍କ ସହ ଆଲୋଚନା କରୁଥିଲି, ସେମାନେ କହିଲେ ପାଣ୍ଡିଆନ ଏମିତି କରିବାକୁ କହିଛନ୍ତି ବୋଲି ଆମେ ଏମିତି କଲୁ ବୋଲି ବିଜେଡି ନେତା କହିଥିବା କଥା ଜୟ ନାରାୟଣ କହିଛନ୍ତି । ଏଥିପାଇଁ ବିଜେଡ଼ି ସଦସ୍ୟ ଗୃହରେ କ୍ଷମା ମାଗିବା ଦରକାର ବୋଲି କହିଛନ୍ତି ଜୟ ନାରାୟଣ ।

 

Related Articles

Back to top button
WP Twitter Auto Publish Powered By : XYZScripts.com