Breaking NewsFeaturedଓଡ଼ିଶା

ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ୍

ଭୁବନେଶ୍ୱର : ଭୁବେନଶ୍ବର ଏମ୍ସ ହସ୍ପିଟାଲରେ ସିବିଆଇ ରେଡ୍। ଏକାଡେମିକ ବ୍ଲକରେ ରେଡ୍ କରିଛି ସିବିଆଇ । ସିବିଆଇର ୯ ଜଣିଆ ଟିମ୍ ଏହି ରେଡ୍‌ରେ ସାମିଲ ହୋଇଛନ୍ତି। ନିଯୁକ୍ତି କ୍ଷେତ୍ରରେ କୋଟି କୋଟି ଟଙ୍କାର ଜାଲିଆତି ହୋଇଥିବା ଅଭିଯୋଗରେ ସିବିଆଇ ରେଡ କରୁଥିବା ଜଣାପଡିଛି। ତେବେ ରେଡ୍ ବେଳେ ସିବିଆଇ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ଜବତ କରିଛି । ହେଲେ କିଏ ଦେଇଥିଲା ଏ ନିଯୁକ୍ତି , କେତେଜଣ ଜାଲ କାଗଜପତ୍ର ଦେଖି ନିଯୁକ୍ତି ପାଇଛନ୍ତି ସେ ନେଇ ଏବେବି ଖୋଳତାଡ କରୁଛି ସିବିଆଇ ।

Related Articles

Back to top button
WP Twitter Auto Publish Powered By : XYZScripts.com