Featuredଓଡ଼ିଶାରାଜନୀତି

ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସର ବିରୋଧ ପ୍ରଦର୍ଶନ ଜାରି

ଭୁବନେଶ୍ୱର: ଗାନ୍ଧୀ ମୂର୍ତ୍ତି ତଳେ ଚାଲିଛି କଂଗ୍ରେସର ବିରୋଧ ପ୍ରଦର୍ଶନ । ବିଧାନସଭା ଆରମ୍ଭ ପୂର୍ବରୁ କଂଗ୍ରେସର ଦଳର ସଦସ୍ୟମାନେ ମହିଳାଙ୍କ ସୁରକ୍ଷାକୁ ନେଇ ଉଠାଇଛନ୍ତି ପ୍ରଶ୍ନ । କଂଗ୍ରେସର ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ଦଳୀୟ ସଦସ୍ୟମାନେ ଏହି ବିକ୍ଷୋଭ ଜାରି ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com