ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ପୃଥିବୀରେ ପାଦ ଥାପିଲେ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ: ଅପେକ୍ଷାର ହେଲା ଅନ୍ତ । ପୃଥିବୀକୁ ଫେରିଲେ ସୁନିତା ୱିଲିୟମ୍ସ । ଦୀର୍ଘ ୯ ମାସ ପରେ ପୃଥିବୀ ପୃଷ୍ଠରେ କଲେ ଅବତରଣ । ସୁନିତା ଓ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଆଜି ଭୋର ସମୟରେ ଅବତରଣ କରିଛନ୍ତି । ନାସା ପକ୍ଷରୁ ଦୁଇ ମହାକାଶଚାରୀଙ୍କୁ ଧରା ପୃଷ୍ଠକୁ ଅଣାଯିବାର ସମସ୍ତ ପ୍ରକାରର ପ୍ରୟାସ କରାଯାଇଥିଲା । ଆଟଲାଣ୍ଟିକ୍ ଓସେନରେ ଲ୍ୟାଣ୍ଡ କରିଛି ତାଙ୍କ ନେଇ ଫେରିଥିବା ସ୍ପେସ୍ ଏକ୍ସ । ଆଉ ଏହାର ଭିଡିଓ ସାରା ବିଶ୍ବକୁ ଖୁସି କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com