Breaking Newsଓଡ଼ିଶାରାଜନୀତି
ନାରୀ ସୁରକ୍ଷାରେ ତାତିଲା କଂଗ୍ରେସ, ୧୨ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଗୃହ ହେଲା ମୁଳତବି । ୧୨ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଅଧିବେସନ ଆରମ୍ଭରୁ ଗୃହରେ ଦେଖିବାକୁ ମିିଳିଥିଲା କଂଗ୍ରେସ ସଦସ୍ୟଙ୍କ ନାରାବାଜି । ସେହି ସମାନ ପ୍ରସଙ୍ଗ ନାରୀ ସୁରକ୍ଷାକୁ ନେଇ ହୋଇଥିଲା ହଟ୍ଟଗୋଳ । ଅସ୍ୱାଭାବିକ ସ୍ଥିତିକୁ ନେଇ ଚାଲି ପାରିନଥିଲା ବଜେଟ ଅଧିବେସନର ପ୍ରଶ୍ନକାଳ ।