ଓଡ଼ିଶାକ୍ରୀଡ଼ା

ଜାତୀୟ ମାଷ୍ଟର୍ସ ଦୌଡ଼କୁଦରେ ଚମକିଲେ ଓମଫେଡ କର୍ମଚାରୀ ମାଳବିକା

ରାଉରକେଲା: ରାଉରକେଲା ବିର୍ସାମୁଣ୍ଡା ସ୍ଥିତ ଆୟୋଜିତ ଜାତୀୟ ମାଷ୍ଟର୍ସ ଦୌଡ଼କୁଦରେ ଓମଫେଡ କର୍ମଚାରୀ ମାଳବିକା ମିଶ୍ରଙ୍କୁ ସଫଳତା । ୩ଟି ସ୍ୱର୍ଣ୍ଣ ଓ ୨ଟି ପଦକ ହାତେଇଛନ୍ତି ମାଳବିକା । ଭୁବନେଶ୍ୱର ସ୍ଥିତ ଓମଫେଡ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ମାଳବିକା । ସପ୍ତମ ମାଷ୍ଟର୍ସ ଗେମ୍ସ ଆଣ୍ଡ ସ୍ପୋର୍ଟସ ୨୦୨୫ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓମଫେଡର ନିଦେ୍ର୍ଦଶକ ତଥା ସମସ୍ତ କର୍ମଚାରୀମାନେ ଖୁସି ବ୍ୟକ୍ତ କରିଛନ୍ତି । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com