Featuredକ୍ରୀଡ଼ାଜାତୀୟ

ଆନିମଲ ଚଳଚ୍ଚିତ୍ରରେ କ୍ୟାପଟେନ କୁଲ ଧୋନି!

ଚେନ୍ନାଇ: ଆନିମଲ ଚଳଚ୍ଚିତ୍ରରେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । ଧୋନିଙ୍କ ନୂଆ ବିଜ୍ଞାପନ ସୋସିଆଲ ମିଡିଆରେ ଧମାଲ କରୁଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ବିଜ୍ଞାପନରେ ଧୋନିଙ୍କୁ ଲମ୍ବା କେଶ ସହ ବଲିଉଡ ଫିଲ୍ମ ‘ଆନିମଲ’ର ଏକ ସିନ୍ ରିକ୍ରିଏଟ୍ କରୁଥିବା ଦେଖିବାକୁ ମିଳୁଛି। ଠିକ୍ ଯେପରି ବଲିଉଡ୍ ଅଭିନେତା ରଣବୀର କପୁର ‘ଆନିମଲ୍’ ଫିଲ୍ମରେ ଲମ୍ବା କେଶ ରଖିଥିଲେ। ଆଗକୁ ଥିବା ଆଇପିଏଲ ପାଇଁ ପ୍ରୋମୋ ଭିଡିଓରେ ଧୋନିଙ୍କ ନୂଆ ଲୁକ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଥାଲା ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଉସôାହ ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com