ଓଡ଼ିଶା
କଂଗ୍ରେସ ଭବନ ଓ ପରେ ବିଧାନସଭା ଯିବ ଦେବେନ୍ଦ୍ର ଶର୍ମାଙ୍କ ପାର୍ଥିକ ଶରୀର

ଆଳି: ଆରପାରିରେ ଆଳିର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମା । ତାଙ୍କ ପରଲୋକରେ ଖେଳି ଯାଇଛି ଶୋକର ଛାୟା । ଦେବେନ୍ଦ୍ର ଶର୍ମାଙ୍କ ପାର୍ଥିବ ଶରୀରକୁ ପୈତୃକ ଗାଁ ଆଳି ନିଆଯାଇ ଅନ୍ତିମ ସଂସ୍କାର କରାଯିବ। ଏହା ପୂର୍ବରୁ ପାର୍ଥିବ ଶରୀରକୁ କଂଗ୍ରେସ ଭବନକୁ ନିଆଯିବ ଏବଂ ପରେ ବିଧାନସଭାକୁ ନିଆଯିବ। ଯେଉଁଠାରେ ରାଜନେତା ମନେ ତାଙ୍କର ଶେଷ ଦର୍ଶନ କରିବେ ବୋଲି ଜଣାପଡ଼ିଛି।