Featuredକ୍ରୀଡ଼ାଜାତୀୟ

ଆଇପିଏଲ ମହାସମରରେ ଆଜି ମୁମ୍ବାଇ-ଚେନ୍ନାଇ ଲଢେଇ

ଚେନ୍ନାଇ: ଆଇପିଏଲ ମହାସମରରେ ଆଜି ମୁମ୍ବାଇ-ଚେନ୍ନାଇ ଲଢେଇ । ଦେଶର ସବୁଠାରୁ ବଡ଼ କି୍ରକେଟ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ୍ ର ଚଳିତ ସଂସ୍କରଣ ୨୨ ମାର୍ଚ୍ଚ ଠାରୁ ଆରମ୍ଭ ହୋଇଛି । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ଏହି ଲଢେଇ ମ୍ୟାଚ୍ । ସଂଧ୍ୟା ୭.୩୦ରେ ଖେଳ ଖେଳାଯିବ । ଶନିବାର କୋଲକାତାର ଇଡେନ ଗାର୍ଡେନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା ମ୍ୟାଚ୍ । ଯେଉଁଥିରେ ଆରସିବି ହୋଇଥିଲା ବିଜେତା ।

Related Articles

Back to top button
WP Twitter Auto Publish Powered By : XYZScripts.com