Breaking Newsଓଡ଼ିଶାଶିକ୍ଷା
୨ରୁ ଦେଖା ହେବ ଯୁକ୍ତ ଦୁଇ ଖାତା

ଭୁବନେଶ୍ୱର: ଖୁବ ଶୀଘ୍ର ହେବ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା । ୨ରୁ ଦେଖା ହେବ ଯୁକ୍ତ ଦୁଇ ଖାତା । ଏନେଇ ଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା । ରାଜ୍ୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଓ ଅଭିଭାବକମାନେ ମଧ୍ୟ ମାର୍କକୁ ନେଇ ଅନେଇ ବସିଛନ୍ତି ।