Featuredଓଡ଼ିଶାରାଜନୀତି

ନବୀନ ଭରିଲେ ନାମାଙ୍କନ

ଭୁବନେଶ୍ୱର: ବିଜେଡିରେ ନିର୍ବାଚନ । କିଏ ହେବ ସଭାପତି? ନବୀନ ଭରିଲେ ନାମାଙ୍କନ । ବିଜୁ ଜନତା ଦଳର ସଭାପତି ଭାବେ ଫାଇଲ କଲେ ନୋମିନେସନ । ସବୁ ଥର ପରି ଏଥର ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନବୀନ ହେବେ ସଭାପତି । ଏକଥା ଏକ ପ୍ରକାର ସ୍ପଷ୍ଟ ଥିବା ବେଳେ ବିଧିବଦ୍ଧ ଭାବେ ଏହାର ପ୍ରକ୍ରିୟାରେ ସାମିଲ ହୋଇ ଶଙ୍ଖଭବନରେ ନାମାଙ୍କନ ଦାଖଲ କରିଛନ୍ତି ନବୀନ । ନବମ ଥର ପାଇଁ ସେ ବିଜେଡିର ସଭାପତି ପଦବୀରେ ବିରାଜିବେ । ଆସନ୍ତା ୧୯ ତାରିଖରେ ଏହାର ବିଧିବଦ୍ଧ ଘୋଷଣା କରାଯିବ

Related Articles

Back to top button
WP Twitter Auto Publish Powered By : XYZScripts.com