ଓଡ଼ିଶା
ମହାନଦୀରେ କୁମ୍ଭୀର, ସ୍ଥାନୀୟ ଲୋକେ ଭୟଭୀତ

ଆଠଗଡ଼ : ନରସିଂହପୁର ନୂଆପାଟଣା ଅଞ୍ଚଳରେ ମହାନଦୀରେ କୁମ୍ଭୀର ଦେଖି ଭୟଭୀତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ । ଖବର ପାଇବା ପରେ ବନ ବିଭାଗ କୁମ୍ଭୀର ଉପରେ ନଜର ରଖିଛି । ସେପଟେ ନଦୀରେ ଜାଲ ନ ପକାଇବା ପାଇଁ କହିଛନ୍ତି ACF ମନୋଜ ପାତ୍ର । ଦେଖନ୍ତୁ କୁମ୍ଭୀରର ଗତିବିଧି…