ଅନ୍ତର୍ଜାତୀୟଜାତୀୟ
ପାକିସ୍ତାନୀ ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଅଟକାଇଲା ଗୁଜୁରାଟ ପୋଲିସ

ଗୁଜୁରାଟ : ଗୁଜୁରାଟ ପୋଲିସ ହଜାରରୁ ଉର୍ଦ୍ଧ୍ୱ ବାଂଲାଦେଶୀ ଏବଂ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଅଟକାଇଛି । ଏମାନଙ୍କ ସଂଖ୍ୟା ୧୦୨୨ ରହିଛି। ଏମାନେ ସମସ୍ତେ ବେଆଇନ ଭାବେ ଆସିଥିଲେ । ଭାରତରୁ ସମସ୍ତ ପାକିସ୍ତାନୀଙ୍କୁ ବିଦା କରିବା ପ୍ରକ୍ରିୟା ଚାଲିଥିବାବେଳେ ଏହି ଦୃଶ୍ୟ ସାମ୍ନାକୁ ଆସିଛି । ଅଧିକ ଜାଣିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ…