ଓଡ଼ିଶା
ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଜନତାଙ୍କ ସହ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ଆଲୋଚନା

ପୁରୀ : ଜନତାଙ୍କ କଥା ଶୁଣୁଛନ୍ତି ନେତା । କୌଣସି ବି ସମସ୍ୟା ଥିଲେ ମତେ ହ୍ୱାଟ୍ସଆପରେ ଜଣାନ୍ତୁ । ଆପଣଙ୍କ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବି । ଏପରି କହିଛନ୍ତି ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର । ଦେଖନ୍ତୁ ଆଉ ଅଧିକ କ’ଣ ଆଲୋଚନା କଲେ…