ଓଡ଼ିଶାଜାତୀୟ

ଆତଙ୍କବାଦୀଙ୍କ ବିରୋଧରେ ନିର୍ଣ୍ଣାୟକ ଲଢେଇ ହେବ: ମୋଦି

ନୂଆଦିଲ୍ଲୀ : ପ୍ରତି ମାସ ପରି ଚଳିତ ଏପ୍ରିଲରେ ମଧ୍ୟ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପହଲଗାମରେ ଆତଙ୍କୀ ଆକ୍ରମଣକୁ ସେ ନିନ୍ଦା କରିବା ସହିତ ଏହାର ଦୃଢ ଜବାବ ଦିଆଯିବ ବୋଲି କହିଛନ୍ତି । ଏପରି ଏକ ସମୟରେ ଦେଶବାସୀଙ୍କ ଏକତା ହିଁ ଆମର ବଳ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ଜାଣିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ…

Related Articles

Back to top button
WP Twitter Auto Publish Powered By : XYZScripts.com