ଓଡ଼ିଶା
ଆଗାମୀ ୪ ଦିନ ଲାଗି ରହିବ ବର୍ଷା ପବନ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା, ପବନ । କିଛି ସ୍ଥାନରେ ଝଟକା ପବନ ଯୋଗୁ ଗଛ ଗୁଡ଼ିକ ଉପୁଡ଼ି ପଡ଼ିଛି । ତେବେ ଆଗାମୀ ୫ ଦିନ କିପରି ବିତିବ ସେ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଲିଙ୍କରେ କ୍ଲିକ୍ କରି ଦେଖନ୍ତୁ କେମିତି ରହିବ ଆଗାମୀ ୫ ଦିନର ପାଣିପାଗ…