ଜୁନ୍ ରେ ସର୍ବାଧିକ ବର୍ଷା ରେକର୍ଡ, ପାଣିପାଗ ବିଭାଗର ସୂଚନ ।

ଭୁବନେଶ୍ୱର ୨୧/ଜୁନ୍ : ଗତ ୨୪ଘଣ୍ଟାରେ କେତେକ ଜିଲ୍ଲାରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । କେତେକ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଉଛି ସେଗୁଡିକ ହେଲା, ସୁନ୍ଦରଗଡ଼ ଜିଲ୍ଲା ୨୨ମିମି । ଜୁନ ୧ରୁ ଆଜି ପର୍ଯନ୍ତ ସବୁ ଠାରୁ ଅଧିକ ବର୍ଷ ୨ଟି ଜିଲ୍ଲାରେ ହୋଇଛି, ୧୪ଟି ଜିଲ୍ଲାରେ ମାଧ୍ୟମ ଧାରଣର ବର୍ଷା ଓ ୧୦ତା ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନ ପର୍ଯନ୍ତ ସାରା ରାଜ୍ୟରେ ୧୨୧.୯ମିମି ବର୍ଷ ରେକର୍ଡ କରାଯାଇଛି, ଯାହା ସାଧାରଣତଃ ଭାବରେ ହେବ ଉଚିତ । ଆଗାମୀ କିଛି ଦିନ ପାଇଁ ଓଡ଼ିଶାରେ ମାଧ୍ୟମ ଧାରଣର ବର୍ଷ ରହିବ, ଅଧିକ କିଛି ସମସ୍ୟା ନାହିଁ । ଏହାରି ମଧରେ ଏକ ଲୋ ପ୍ରେସର ରହିଛି ଦକ୍ଷିଣ-ପଶ୍ଚିମ ବିହାର ଓ ତାର ପାଖାପାଖି ଅଞ୍ଚଳରେ । ପାଗ ଅନୁକୂଳ ଅହିଁ ଆଗାମୀ ୨୪ ଘଣ୍ଟା ମଧରେ କିଛି ସ୍ଥାନରେ ହାଲୁକରୁ ମାଧ୍ୟମ ଧାରଣର ବର୍ଷା ହୋଇପାରେ, ଏହା ସହ ଘଡଘଡି ବିଜୁଳି ମରିବାର ସମ୍ଭାବନା ଅଛି ଏବଂ ୩୦ ରୁ ୪୦ କିମି ବେଗରେ ପବନ ମଧ୍ୟ ବହିପାରେ । ଯେମିତିକି ସୁନ୍ଦରଗଡ଼,ମୟୁରଭଞ୍ଜ,କେନ୍ଦ୍ରାପଡ଼ା,ଯାଜପୁର,ଦେଓଗଡ଼,ଝାରସୁଗୁଡା,ଢେଙ୍କାନାଳ,କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ହୋଇପାରେ । ଆଉ କିଛି ଦିନ ପାଇଁ ମଧ୍ୟ ହାଲୁକରୁ ମାଧ୍ୟମ ଧାରଣ ବର୍ଷ ସହ ଘଡଘଡି,ବିଜୁଳି ସହ ପବନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗରୁ ସୂଚନ ମିଳିଛି ।