ଓଡ଼ିଶା

ଓଡ଼ିଶାରେ ବସ୍ତ୍ର ଉଦ୍ୟୋଗର ବୃହତ୍ତମ ଆୟୋଜନ;ଶିଳ୍ପମନ୍ତ୍ରୀଙ୍କ ସମୀକ୍ଷା, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ପୂର୍ବ ଭାରତର ବୃହତ୍ତମ ବସ୍ତ୍ର ପ୍ରଦର୍ଶନୀ OdishaTex2025 ର ପ୍ରସ୍ତୁତି ସମ୍ପର୍କରେ ଆଜି ସମୀକ୍ଷା କରିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି

Related Articles

Back to top button