ଶିକ୍ଷା
CM listens to "Mann Ki Baat" with children at ashram

ଭୁବନେଶ୍ୱର ୨୮/ଜୁଲାଇ : ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ମନ କି ବାତ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ବନବାସୀ କଲ୍ୟାଣ ଆଶ୍ରମରେ ପିଲାମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନ କି ବାତ ଶୁଣିଲେ । ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ସଫଳତା ପାଇଁ କଠିନ ପାଠପଢ଼ା ଏବଂ ନିଷ୍ଠାର ସହିତ ପରିଶ୍ରମ କରିବାକୁ ପରାମର୍ଶ ମଧ୍ୟ ଦେଲେ । ଏବଂ ଏହା ସହ ଆଶ୍ରମ ପରିସରରେ ଏକ ନିମ୍ବ ଚାରା ରୋପଣ କରି ପରିବେଶ ସଚେତନତାକୁ ପ୍ରୋତ୍ସାହିତ କଲେ ମୁଖ୍ୟମନ୍ତ୍ରୀ ।