ଓଡ଼ିଶାରାଜନୀତି

କଂଗ୍ରେସ ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର ,୨୦|୦୮|୨୦୨୫ : କଂଗ୍ରେସ ଭବନରେ ଜାତୀୟ କଂଗ୍ରେସର ଏକ ଗୁରୁତ୍ବପୂର୍ଣ୍ଣ ସଂଗଠନ, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ରାଜ୍ୟସ୍ତରୀୟ ବୈଠକରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ, ସହପ୍ରଭାରି ଶ୍ରୀ ସହାନୱାଜ୍ ଚୌଧୁରୀ, ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ ପ୍ରମୁଖ ନେତୃବୃନ୍ଦ ଯୋଗଦେଇଥିଲେ।

ଆଗାମୀ ଦିନର ପଞ୍ଚାୟତସ୍ତରରେ ଦଳକୁ ମଜବୁତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ଏବଂ ଜନସମ୍ପର୍କ ବୃଦ୍ଧି ସମ୍ବନ୍ଧରେ ଆଲୋଚନା ହୋଇଥିଲା ।

Related Articles

Back to top button