
ଭୁବନେଶ୍ୱର, ଲଗାଣ ବର୍ଷା ପାଇଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ହୀରାକୁଦ ଜଳସ୍ତର ୬୧୭.୩୩ ଫୁଟ୍ ରହିଛି।୬୫ ମିମି ବର୍ଷା ରେକର୍ଡ କରାଯାଇଛି। ବୁର୍ଲାରେ ମଧ୍ୟ ୬୭ ମିମି, ବର୍ଷା ରେକର୍ଡ କରାଯାଇଛି।
ବର୍ଷା ଏଭଳି ଆଗକୁ ଲାଗି ରହିଲେ ଖୋଲିବ ହୀରାକୁଦ ଗେଟ୍। ବନ୍ୟାପାଣି ମଧ୍ୟ ଛଡ଼ାଯିବ।ଏହା ସହ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ମଧ୍ୟ ଲାଗି ରହିଛି।
ଉପରମୁଣ୍ଡରେ ବି ବର୍ଷା ଳାଗି ରହିଛି ଯାହା ପାଇଁ ବଢ଼ିବାରେ ଲାଗିଛି, ହୀରାକୁଦ ଜଳସ୍ତର।