Uncategorizedଓଡ଼ିଶାଜୀବନଶୈଳୀମୌସୁମୀ

୪ଟି ଜିଲ୍ଲାକୁ ଅରେଞ୍ଜେ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ରାଜ୍ୟରେ ଲଘୁଚାପଜନିତ ବର୍ଷା,  ଅଗଷ୍ଟ ୨୫ରେ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫଳରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ଲାଗିରହିବ। ଗତକାଲି ଉତ୍ତର ଓଡ଼ିଶା ଓ  ପଶ୍ଚିମବଙ୍ଗ ଉପରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଗାଙ୍ଗେଟିକ ପଶ୍ଚିମବଙ୍ଗ ଓ ତାର ପାଶ୍ୱବର୍ତ୍ତୀ  ଅଂଚଳରେ ଲଘୁଚାପ ସୃଷ୍ଟି ହୋଇଥିଲା। ପ୍ରଭାବରେ ଆଜି ରାଜ୍ୟରେ ଅତିପ୍ରବଳ ବର୍ଷାର ଚେତାବନୀ ରହିଛି ବୋଲି ପାଣିପାଗ ବିଭାଗ କହିଛି।

ଅଗଷ୍ଟ ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ଯୋଗୁଁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଶ୍ୱବର୍ତୀ ଅଂଚଳରେ ସାରା ରାଜ୍ୟରେ ବର୍ଷା  ବଢିବ। ପ୍ରବଳ ବର୍ଷା ପାଇଁ , କଟକ,କେନ୍ଦ୍ରାପଡା,ଯାଜପୁର ,, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୭ ତାରିଖଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିବ।

Related Articles

Back to top button