
ଭୁବନେଶ୍ୱର , ଆଜି ଦକ୍ଷିଣ ଓଡ଼ିଶାର ୧୧ ଜିଲ୍ଲାରେ ମଧ୍ୟମ ଧରଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଏଥିପାଇଁ ଦକ୍ଷିଣ ଓ ଉପକୂଳ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ସୃଷ୍ଟି ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ।
ଦ୍ବିତୀୟ ଲଘୁଚାପ ବେଶୀ ଘନୀଭୂତ ହୋଇପାରେ।
ଯାହା ୨୬ ଓ ୨୭ ବେଳକୁ ସୃଷ୍ଟି ହେଇପାରେ। ଲଘୁଚାପ ସଂପର୍କରେ ଏଯାଏଁ IMD ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।