ଅପରାଧଓଡ଼ିଶା

ପୋଲିସ SI ନିଯୁକ୍ତି କେଳେଙ୍କାରୀ ମାମଲା।

 ଭୁବନେଶ୍ୱର,ଆଜି କୋର୍ଟରେ ହାଜର ହେବ ପୋଲିସ SI ନିଯୁକ୍ତି କେଳେଙ୍କାରୀର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି। ଗତକାଲି ଦିଲ୍ଲୀରୁ କଟକ ଆଣି କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି।

ସ୍କାମର ମୁଖ୍ୟ ଦଲାଲ ତଥା ଶଙ୍କରଙ୍କ ଘନିଷ୍ଠ ମୁନା ମହାନ୍ତିଙ୍କ ସାମ୍ନାରେ ତାଙ୍କୁ ପଚରାଉଚରା କରିଛି।
କିଛି ସମୟ ମଧ୍ୟରେ ବ୍ରହ୍ମପୁର JMFC-ରୁରାଲ୍ କୋର୍ଟରେ ହାଜର କରି ବିସ୍ତୃତ ତଥ୍ୟ ହାତେଇବା

ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ।

ଗିରଫ ସମସ୍ତ ୧୨୪ ଜଣଙ୍କ ଜନ୍ମ କୁଣ୍ଡଳୀ ବାହାର କରିବା ସହ ପୂର୍ବ ସରକାର ଆଡ଼କୁ ଇଙ୍ଗିତ କରିଛି ଶଙ୍କର।

ତେଣୁ ଏସବୁ ଦିଗକୁ ନେଇ ପଚରାଉଚରା ହେବ।

Related Articles

Back to top button