ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଆଜି ପଞ୍ଚୁକର ତୃତୀୟ ଦିନ

ଭୁବନେଶ୍ୱର,ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣମୀ। ମହୋଦଧିରେ ଡଙ୍ଗା ଛାଡ଼ି, ଜଗା ଦର୍ଶନ ସହ ମହାପ୍ରସାଦ ସେବନ କରି କାର୍ତ୍ତିକ ବ୍ରତ ସମାପନ ଲାଗି ଭକ୍ତ ଛୁଟି ଆସିବେ ପୁରୀ।

ଗତକାଲି ତ୍ରିବ୍ରିକ୍ରମ ବେଶରେ ଦର୍ଶନ ଦେବା ପରେ ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ ଦେଖିବାକୁ ବ୍ୟାକୁଳ ଶ୍ରଦ୍ଧାଳୁ।

ଏଭଳି ସ୍ଥିତିରେ ପୋଲିସ ପାଇଁ ପୁଣି ରହିଛି ବଡ଼ ଚ୍ୟାଲେଞ୍ଜ।

ଶ୍ରୀମନ୍ଦିରକୁ ଭିଆଇପି ଦର୍ଶନରେ ବ୍ରେକ୍ ଦିଆଯାଇଛି।

ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ସହ ଶ୍ରୀମନ୍ଦିର ପ୍ରଶାସନ ମିଶି ଶୃଙ୍ଖଳିତ ଦର୍ଶନ, ନୀତିକାନ୍ତି ସଂଚାଳନ ଓ ଆନନ୍ଦବଜାର ଶୃଙ୍ଖଳାକୁ ଗୁରୁତ୍ବ ଦେଇଛି।

Related Articles

Back to top button