ଅନ୍ତର୍ଜାତୀୟକ୍ରୀଡ଼ା

ଆସନ୍ତା ମାର୍ଚ୍ଚରୁ କ୍ରିକେଟ ମହାସମର

ଭୁବନେଶ୍ୱର ,କାମେରନ୍ ଗ୍ରୀନ ଙ୍କୁ, ୨୫କୋଟି ୨୦ ଲକ୍ଷରେ କିଣିଛି, କୋଲକାତା ନାଇଟ୍ ରାଇଡର୍ସ।ସେ  I P L ଇତିହାସରେ, ତୃତୀୟ ସବୁଠାରୁ ମହଙ୍ଗା ଓ ସବୁଠାରୁ ମହଙ୍ଗା ବିଦେଶୀ ଆଇପିଏଲ ଖେଳାଳି ହୋଇଛନ୍ତି।

ଗ୍ରୀନକୁ କିଣିବା ପାଇଁ ରାଜସ୍ଥାନ, ଚେନ୍ନାଇ ସହ ତ୍ରିମୁଖୀ ଲଢ଼େଇରେ ବାଜି ଜିତିଲା କୋଲକାତା। ଭାରତୀୟ ବୋଲର ରବି ବିଷ୍ଣୋଇଙ୍କୁ ୭.୨ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ।

ନିଲାମରେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି, ଉତ୍ତରପ୍ରଦେଶର ୨୦ ବର୍ଷୀୟ ପ୍ରଶାନ୍ତ ବୀର ଓ ରାଜସ୍ଥାନର ୧୯ ବର୍ଷୀୟ ୱିକେଟ କିପର ବ୍ୟାଟର କାର୍ତ୍ତିକ ଶର୍ମା।

ଦୁହେଁ ରାତାରାତି କୋଟିପତି ହୋଇଛନ୍ତି।  ସେହିପରି କାର୍ତ୍ତିକ ଶର୍ମାଙ୍କୁ ବି ଚେନ୍ନାଇ କିଙ୍ଗସ ସମାନ ୧୪ କୋଟି ୨୦ ଲକ୍ଷରେ କିଣିଛି।

ଅଭିଜ୍ଞ କ୍ବିଣ୍ଟନ ଡି’କକ୍ ଙ୍କୁ ମାତ୍ର ୧ କୋଟିରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ।  ଆବୁଧାବିରେ IPL ନିଲାମରେ ୩୬୦ରୁ ଅଧିକ ଖେଳାଳିଙ୍କ ଉପରେ ବିଡ୍ ଲାଗିଛି।

Related Articles

Back to top button