
ଭୁବନେଶ୍ୱର, ହାତୀ ଜଙ୍ଗଲ ଫେରିଥିବାରୁ ଆଜି ଖୋଲିପାରେ, ଶିଖରଚଣ୍ଡୀ।
ଶିଖରଚଣ୍ଡୀ ପାହାଡ଼ରେ ରହିଥିଲେ ୨ଟି ଦନ୍ତା ହାତୀ।
ନାଇଟ୍ ଭିଜନ କ୍ୟାମେରା ଯୋଗେ ହାତୀର ଗତିବିଧି ଉପରେ ନଜର ରଖାଯାଇଥିଲା।
ଶିଖରଚଣ୍ଡୀ ପାହାଡରୁ ଫେରିଲେ ଭରତପୁର ଜଙ୍ଗଲକୁ ଫେରିଛନ୍ତି ଦନ୍ତା ହାତୀ। ସାରା ରାତି ବନ ବିଭାଗ ହାତୀଙ୍କୁ ତଡ଼ିବାକୁ ନାକେଦମ୍ ହୋଇଥିଲା।
୫ଟି ସ୍ପେଶାଲ୍ ନାଇଟ୍ ଟ୍ରାକିଂ ଟିମ୍ ହାତୀଙ୍କୁ ଘଉଡ଼ାଇବା ପାଇଁ ନାନା କସରତ କରିଥିଲେ।
ଦୁଇ ଦନ୍ତା ହାତୀଙ୍କୁ ଘଉଡ଼ାଇବାକୁ ନାଇଟ୍ ଅପରେସନ୍ ଚଳାଇଥିଲା ବନ ବିଭାଗ।




