ଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

DRDO ଦ୍ବାରା ବିକଶିତ ଉପଗ୍ରହ ‘ଅନ୍ବେଷା’ ।

 ଭୁବନେଶ୍ୱର,ଆଜି ସକାଳ ୧୦ଟା ୧୮ ମିନିଟରେ ଆନ୍ଧ୍ର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶକେନ୍ଦ୍ରରୁ, ଉତକ୍ଷେପଣ ହୋଇଥିଲା ‘ଅନ୍ବେଷା’ ଉପଗ୍ରହ। ଏହା ପ୍ରଥମ ଉପଗ୍ରହ ଉତକ୍ଷେପଣ ଥିଲା।

ବର୍ଷ ଆରମ୍ଭରୁ ଇସ୍ରୋକୁ ବଡ ଝଟକା ଲାଗିଛି। DRDOର EOS-N1 (ଅନ୍ୱେଷା) ୧୬ଟି ଉପଗ୍ରହ ବହନ କରି, ଏହି ମିଶନ 505 କିଲୋମିଟର ସୂର୍ଯ୍ୟ-ସମକାଳୀନ କକ୍ଷପଥ ପାଇଁ ଲକ୍ଷ୍ୟ ରଖିଥିଲା।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଗହରା ହେଲା DRDO ଦ୍ବାରା ବିକଶିତ ଉପଗ୍ରହ ‘ଅନ୍ବେଷା’ ।

ଦିଗହରା ହୋଇ କକ୍ଷପଥରେ ଅବସ୍ଥାପିତ ହୋଇ ପାରିଲାନି ‘ଅନ୍ବେଷା’ ।

ଶେଷ ପର୍ଯ୍ୟାୟରେ ‘ଅନ୍ବେଷା’ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଯାନ୍ତ୍ରିକ ତ୍ରୁଟି ନେଇ ସୂଚନା ଦେଲା ଇସ୍ରୋ ।

ଯାନ୍ତ୍ରିକ ତ୍ରୁଟିର ବିଶ୍ଳେଷଣ ଚାଲିଥିବା କହିଲା ଇସ୍ରୋ ।

ରକେଟର ତୃତୀୟ ପର୍ଯ୍ୟାୟରେ ଉପୁଜିଲା ସମସ୍ୟା। PSLV-C62 ଉତକ୍ଷେପଣରେ, ତ୍ୟୁଟି ପରିଲକ୍ଷିତ ହୋଇଛି।

Related Articles

Back to top button