
ଭୁବନେଶ୍ୱର, ଆଜିଠୁ ପୁଣି ଥରାଇବ ଶୀତ।ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଆସନ୍ତା ୨-୩ ଦିନରେ ରାତିର ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ଯାଏଁ ହ୍ରାସ ପାଇପାରେ….
ଶନିବାର ରାତିରୁ ଶୀତର ପ୍ରଭାବ କମିଥିବା ବେଳେ, ଆଜିଠୁ ପୁଣି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପୁଣି ହାଡ଼ଭଙ୍ଗା ଜାଡ଼ରେ, ଜନଜୀବନ କଲବଲ ହୋଇପାରେ।
ରାଜ୍ୟକୁ ପୁଣି ଫେରିବ ଶୀତ।




