ଓଡ଼ିଶା

କେମିତି କରିବେ ମହାଶିବରାତ୍ରି କହିଲେ ବୀରେନ୍ଦ୍ର କିଶୋର ତ୍ରିପାଠୀ

ମୋବାଇଲ ନ୍ୟୁଜ 24×7;   ମହାଶିବରାତ୍ରି ବା ଜାଗର ପାଇଁ ଚଳ ଚଞ୍ଚଳ ସମସ୍ତ ଶୈବପୀଠ । ମହାଦେବଙ୍କୁ ପୂଜାର୍ଚ୍ଚନା କରିବାପାଇଁ ଆସିବାକୁ ଥିବା ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରଶାସନଗୁଡ଼ିକ ପ୍ରସ୍ତୁତି କରିସାରିଲେଣି । ତେବେ ଏଥର ଶିବ ଚତୁର୍ଦ୍ଦଶୀ କେଉଁ ସମୟରେ ପଡ଼ୁଛି, ମହାଦେବ କେଉଁ ଦିନ ଆବିର୍ଭାବ ହୋଇଥିଲେ ଏବଂ ଲିଙ୍ଗରାଜଙ୍କ କ୍ଷେତ୍ରରେ ଜାଗର କିପରି ପାଳିତ ହୋଇଥାଏ ସେ ସମ୍ପର୍କରେ  ବେଦ ବାଚସ୍ପତି ବୀରେନ୍ଦ୍ର କିଶୋର ତ୍ରିପାଠୀ କ’ଣ କହୁଛନ୍ତି ଦେଖନ୍ତୁ-

Related Articles

Back to top button