
ଭୁବନେଶ୍ୱର,ମାର୍କେଟରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର।ବର୍ତ୍ତମାନ ଓଡ଼ିଶାରେ ଓମଫେଡ୍ ବ୍ୟତୀତ ୨୨ଟି କମ୍ପାନୀ ଦୁଗ୍ଧ ଜାତୀୟ ଦ୍ରବ୍ୟର ବ୍ୟବସାୟ କରୁଛନ୍ତି।
ସେଥିରୁ ୮ ଟି ନମୁନା ନିମ୍ନମାନର ହୋଇଥିବା ଜଣାପଡ଼ିଛି।
ସେଥିରୁ ୧୦ଟି ଓଡ଼ିଶାର କମ୍ପାନୀ ହୋଇଥିବା ବେଳେ, ୧୨ଟି ରାଜ୍ୟ ବାହାର କମ୍ପାନୀ ଥିବା ସୂଚନା ଦେଇଛନ୍ତି।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ।ରାଜ୍ୟ ସରକାର ନକଲି କ୍ଷୀର ସଂପର୍କରେ ଚିହ୍ନଟ ପ୍ରକ୍ରିୟା ଜାରି ରଖିବାକୁ କହିଛନ୍ତି।
ମନ୍ତ୍ରୀଙ୍କ ଏଭଳି ସୂଚନା ପରେ ବଜାରରେ ମିଳୁଥିବା କ୍ଷୀରକୁ ନେଇ ଗ୍ରାହକଙ୍କ ମନରେ ଛନକା ପଶିଛି।




