Uncategorized

ବ୍ଲାକ ଫରେଷ୍ଟ-୨ରେ ୫ ମାଓବାଦୀ ମୃତ

ନୂଆଦିଲ୍ଲୀ: ନକ୍ସଲ ନିପାତ ପାଇଁ ଅପରେସନ ବ୍ଲାକ ପରେଷ୍ଟ-୨ । ଏହି ଅପରେସନରେ ୫ ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ ଓ ତେଲେଙ୍ଗାନା ସୀମାରେ ଥିବା କାରେଗୁଟ୍ଟା ଜଙ୍ଗଲରେ ଅପରେସନ ଚାଲିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ୫ ମୃତକଙ୍କ ପରିଚୟ ମିଳିପାରିନାହିଁ । ଅପରେସସନ ବ୍ଲାକ ଫରେଷ୍ଟ -୨ରେ ୨ ହଜାରରୁ ଅଧିକ ଯବାନ ସାମିଲ ହୋଇଛନ୍ତି । କାରେଗୁଟ୍ଟା ଜଙ୍ଗଲରେ ନସ୍କଲ ମେଳି କରୁଥିବା ଖବର ପାଇଁ ଚଢାଉ କରାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ମୂଳପୋଛ ପାଇଁ ଅଣ୍ଟା ଭିଡିଛନ୍ତି ୨ ହଜାରରୁ ଅଧିକ ଯବାନ ।

Related Articles

Back to top button