
ଭୁବନେଶ୍ୱର ,ପୋଲିସ DGଙ୍କ କ୍ୟାମ୍ପ୍ ଅଫିସ୍ ରେ ବଡ଼ ବୈଠକ
୫ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ
ବୈଠକରେ ଆଇନଶୃଙ୍ଖଳା କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର
ADG ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦ୍ଦେଶକ ଆର୍ ପି କୋଚେ ଉପସ୍ଥିତ
କୋଷ୍ଟାଲ ସିକ୍ୟୁରିଟି ADG ଅରୁଣ ବୋଥ୍ରା, IG ଟ୍ରେନିଂ ଅନୁପ ସାହୁ ଉପସ୍ଥିତ




