Uncategorized

ପଦ୍ମ ଧରିଲେ ରବୀନ୍ଦ୍ର ଜେନା – Bastabbadi

 ଭୁବନେଶ୍ବର: ବିଜେପି କ୍ୟାମ୍ପରେ ବାଲେଶ୍ବରର ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା । ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଧରିଲେ ପଦ୍ମ । ସେପଟେ ରବିନ୍ଦ୍ର ବିଜେଡି ଛାଡି ବିଜେପିରେ ମିଶିବା ପରେ ସରଗରମ ହୋଇଛି ରାଜନୈତିକ ପାଣିପାଗ । ପଦ୍ମ ଧରିବା ପରେ ରବିନ୍ଦ୍ରଙ୍କ ବିସ୍ଫୋରକ ବୟାନ ଉଭୟ ରାଜ୍ୟ ଓ ବାଲେଶ୍ବର ରାଜନୀତିରେ ଉଷ୍ମତା ବୃଦ୍ଧି କରିଛି ।

Related Articles

Back to top button