Uncategorized
ଆଜି ପୁଣି ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା


ଭୁବନେଶ୍ଵର: ଆଜି ସୁନା ଏବଂ ରୂପା ମୂଲ୍ୟରେ ପୁଣିଥରେ ବୃଦ୍ଧି ହୋଇଛି। ଆଜି ଭୁବନେଶ୍ଵରରେ ସୁନା ଏବଂ ରୂପାର ତାଜାମୂଲ୍ୟ ଭୁବନେଶ୍ଵରରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ) ୨୪ କ୍ୟାରେଟ୍ – ୧,୫୧,୩୫୦, ୨୨ କ୍ୟାରେଟ୍ – ୧,୪୭,୯୦୦, ୧୮ କ୍ୟାରେଟ୍ – ୧,୨୧,୦୧୦ ଏବଂ ରୂପା ମୂଲ୍ୟ ତଥ୍ୟ ଅନୁଯାୟୀ, ଆଜି ରୂପା ପ୍ରତି କିଲୋଗ୍ରାମ ୩,୦୦,୦୦୦ ଟଙ୍କାରେ କାରବାର ହେଉଛି।




