ଅନ୍ତର୍ଜାତୀୟଅନ୍ୟାନ୍ୟ

ହଜାର ହଜାର ଅନ୍ୟ ଯାତ୍ରୀଙ୍କ ସହିତ ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ

ଭୁବନେଶ୍ୱର ,ଇରାନ ମଧ୍ୟପ୍ରାଚ୍ୟରେ ୧୦୦ ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରି ପ୍ରତିଶୋଧ ନେଇଥିଲା।

ଇସ୍ରାଏଲୀ ଆକ୍ରମଣ ପରେ, ଇରାନ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ କରିବା ଆରମ୍ଭ କରିଥିଲା।

ବାହାରିନରୁ ଦୁବାଇ ପର୍ଯ୍ୟନ୍ତ ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା।କ୍ଷେପଣାସ୍ତ୍ର ଆକ୍ରମଣ ଏବଂ ବିମାନ ଆକ୍ରମଣର ଚେତାବନୀ ମଧ୍ୟରେ, ହଜାର ହଜାର ଅନ୍ୟ ଯାତ୍ରୀଙ୍କ ସହିତ ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଉପସ୍ଥିତ ଥିଲେ।

ସିନ୍ଧୁ ନିଜେ ସୋସିଆଲ ମିଡିଆରେ ଏହାକୁ ଅତ୍ୟନ୍ତ ଭୟଙ୍କର ବୋଲି ବର୍ଣ୍ଣନା କରିଥିଲେ।

ସେ କହିଥିଲେ ବିମାନଯାତ୍ରା ଉପରେ ରୋକ ଲାଗିଥିବାରୁ ମୁଁ ଏକ ପ୍ରକାର ଅଟକ ।

ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ଅକ୍ଳାନ୍ତ ପ୍ରୟାସ ଯୋଗୁଁ ଆମେ ଅଧିକ ସୁରକ୍ଷିତ ଅଛୁ। ଇରାନୀ ଆକ୍ରମଣ ମଧ୍ୟରେ ଦୁବାଇ ବିମାନବନ୍ଦରରେ  ଭୟ ଏବଂ ଆତଙ୍କ ସୃଷ୍ଟି ହୋଇଥିଲା।

Related Articles

Back to top button