
ଭୁବନେଶ୍ୱର ,ଫୋନ୍ ଉଠାଉ ନାହାନ୍ତି କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସୂଚନା।
ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସରେ ବଡ଼ ହଲଚଲ୍।
ଫୋନ୍ ନ ଉଠାଇଲେ ବି ତାଙ୍କ ଉପରେ କଂଗ୍ରେସ ଭରସା ରଖିଛି।
ଦାଶରଥୀ ନିଶ୍ଚିତ ଦତ୍ତେଶ୍ୱର ହୋତାଙ୍କୁ ଭୋଟ୍ ଦେବେ ବୋଲି କହିଛନ୍ତି କାଡାମ।
ଯେଉଁମାନେ କ୍ରସ୍ ଭୋଟିଂ କରିବେ, ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।ବିଜେପି ଯେଉଁ ଯୋଜନା କରୁଛି, ସଫଳ ହେବ ନାହିଁ କହିଛନ୍ତି କାଡାମ।




