
ଭୁବନେଶ୍ୱର; କଟକ ବଡ଼ ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତି ଗୁରୁତର ସହ ନେଇଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ନିଜେ ବଡ଼ ମେଡିକାଲ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହ ମୃତକ ଏବଂ ଆହତଙ୍କ ପରିବାରକୁ ଭେଟିଛନ୍ତି । ଏହି ସମ୍ବେଦନଶୀଳ ଘଟଣାର ସରଜମିନ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହି ଦୁଃଖଦ ସମୟରେ ସମସ୍ତେ ସହଯୋଗ କରିବା ଆବଶ୍ୟକ । ତେଣୁ ବିରୋଧୀମାନେ ବୟାନବାଜି ଛାଡ଼ି ସରକାରଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା । ଦେଖନ୍ତୁ ବିଧାନସଭାକ୍ସଙ୍କ କ’ଣ କହୁଛନ୍ତି ମନୋରଞ୍ଜନ-



