ଓଡ଼ିଶା
କାର୍-ବାଇକ୍ ମୁହାଁମୁହିଁ ଧକ୍କା, ସ୍ୱାମୀ-ସ୍ତ୍ରୀ ମୃତ

ବରଗଡ: କାର୍-ବାଇକ୍ ମୁହାଁମୁହିଁ ଧକ୍କା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗଣେଶ ରାମ ଓ ତାଙ୍କ ପତ୍ନୀ ସନ୍ତୋଷିନୀ ସାହୁ ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲା ବରପାଲି ଥାନା ସରଣ୍ଡାପାଲି ଗାଁ ଗ୍ରୀଡ ନିକଟରେ ଘଟିଛି ଏହି ଦୁର୍ଘଟଣା ।





