ଜାତୀୟ
ଖାସ୍ ଅନ୍ଦାଜ୍ରେ KKଙ୍କୁ ଅଲବିଦା ଜଣାଇଲା Amul , ଇମୋସନାଲ୍ ହେଲେ ଫ୍ୟାନ୍ସ…
![](https://i0.wp.com/odia.mobilenews24x7.com/wp-content/uploads/2022/06/singer_kk_emotional_tribute_1654157492.webp?resize=640%2C360&ssl=1)
ବଲିଉଡର ପ୍ରସିଦ୍ଧ ଗାୟକ କୃଷ୍ଣ କୁମାର କୁନ୍ନାଥ ତଥା କେ.କେ ଦୁନିଆକୁ ଅଲବିଦା କହିଛନ୍ତି । ତାଙ୍କ ପରଲୋକରେ ଇଣ୍ଡଷ୍ଟ୍ରିର ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରି ସମେତ ସଂଗୀତ ଜଗତର ଅନେକ ଛୋଟ ବଡ ସେଲିବ୍ରେଟି ତାଙ୍କର ଶେଷ ଦର୍ଶନ ପାଇଁ ବାସଭବନରେ ପହଞ୍ଚିଛନ୍ତି । ଏହି ସମୟରେ ଅମୁଲ ଇଣ୍ଡିଆ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ଗାୟକ କେ.କେଙ୍କୁ ଏକ ବିଶେଷ ଢଙ୍ଗରେ ବିଦାୟ ଦେଇଛନ୍ତି । ଯାହାକୁ ଦେଖିଲା ପରେ ସମସ୍ତେ ଏହାକୁ ପସନ୍ଦ କରୁଛନ୍ତି ।
View this post on Instagram