ଭୁବନେଶ୍ୱର, ୨୪/୦୮/୨୦୨୨- ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । କେନ୍ଦ୍ର ସରକାର ଏହି ବର୍ଦ୍ଧିତ ସମୟକୁ ଅନୁମୋଦନ କରିଛନ୍ତି । ଚଳିତ ଅଗଷ୍ଟ ୩୧ ତାରିଖରେ ସୁରେଶଙ୍କ କାର୍ଯ୍ୟକାଳ ସରୁଥିଲା । ପ୍ରଶାସନିକ ମହଲରେ ଜଣେ ଦକ୍ଷ ଅଧିକାରୀ ଭାବେ ଜଣାଶୁଣା ସୁରେଶ ମହାପାତ୍ର ୧୯୮୬ ମସିହାରେ ସର୍ବ ଭାରତୀୟ ସେବାରେ ଯୋଗଦାନ କରି ନୂଆପଡ଼ା ଜିଲ୍ଲାରୁ ନିଜ ଚାକିରୀ ଆରମ୍ଭ କରିଥିଲେ ।
Related Articles
Check Also
Close