ଓଡ଼ିଶା
ପୁଣି ନିୟନ୍ତ୍ରଣ ବାହାରକୁ ଗଲା ଦିଲ୍ଲୀ ପ୍ରଦୂଷଣ
![](https://i0.wp.com/odia.mobilenews24x7.com/wp-content/uploads/2022/11/0enp7f7g_delhi-air-pollution_625x300_30_October_18.webp?resize=650%2C400&ssl=1)
ନୂଆଦିଲ୍ଲୀ: ଆଜି ପୁଣି ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ତାପମାତ୍ରା କମିବା ମାତ୍ରେ ରାଜଧାନୀରେ ବାୟୂର ଗୁଣାବତ୍ତା ବିଗୁଡୁଛି । ଆଜି ଦିଲ୍ଲୀ-ଏନସିଆର ପଦୂଷଣସ୍ତର ଅତି ଖରାପ ସ୍ତରରେ ପହଞ୍ଚିଛି । ଅଧିକାଂଶ ସ୍ଥାନରେ AQI ୪୦୦ ପାର୍ କରିଛି । କେନ୍ଦ୍ରୀୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ମୁତାବକ ଅଧିକାଂଶ ସ୍ଥାନରେ ବାୟୁର ଗୁଣାବତ୍ତା ପାଖାପାଖି ୪ଶହ ଛୁଇଁଛି । ଆଗାମୀ ଦିନରେ ରାଜଧାନୀରେ କୁହୁଡି ମଧ୍ୟ ବଢ଼ିପାରେ ବୋଲି ଆଲର୍ଟ କରିଛି ସିପିସିବି ।