Featuredଜାତୀୟ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଦେଶ-ବିଦେଶରେ ମିଳିବ ‘Z +’ ସୁରକ୍ଷା

ଭୁବନେଶ୍ୱର: ଦେଶ ତଥା ବିଦେଶର ସର୍ବୋଚ୍ଚ ଗ୍ରେଡ୍ ‘Z +’ ସୁରକ୍ଷା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଅମ୍ବାନୀ ପରିବାର କୁ ପ୍ରଦାନ କରାଯାଇଥିବା ‘Z ପ୍ଲସ୍’ ସୁରକ୍ଷା ସେମାନଙ୍କୁ ଦେଶ ତଥା ବିଦେଶରେ ଯୋଗାଇ ଦିଆଯିବ ଏବଂ ଏହା ସରକାରଙ୍କ ଦାୟିତ୍ୱ ହେବ। ‘Z ପ୍ଲସ୍’ ସୁରକ୍ଷା ପାଇଁ ସମସ୍ତ ଖର୍ଚ୍ଚ ଅମ୍ବାନୀ ବହନ କରିବେ।

 

Related Articles

Back to top button