ଅନ୍ତର୍ଜାତୀୟ

ଚାଇନାର ଉତ୍ତର-ପୂର୍ବାଞ୍ଚଳରେ ଏକ ତୁଷାର ଝଡ

ଚଳିତ ଥର ଶୀତ ସମୟ ପୂର୍ବରୁ ଚାଇନାରେ ପହଞ୍ଚିଛି। ଚାଇନାର ଉତ୍ତର-ପୂର୍ବାଞ୍ଚଳରେ ଏକ ତୁଷାର ଝଡ ସୃଷ୍ଟି ହୋଇଛି। ଦେଶର ଉତ୍ତର ହିଲୋଙ୍ଗଜିଆଙ୍ଗ ପ୍ରଦେଶରେ ଅନେକ ବିମାନ ଊଡାଣକୁ ସୁରକ୍ଷା ଦୃଷ୍ଟିରୁ ବାତିଲ ହୋଇଯାଇଛି।

ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ ୪୯ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏଥି ସହିତ, ହିଲୋଙ୍ଗଜିଆଙ୍ଗର ରାଜଧାନୀ ହରବିନ ବିମାନବନ୍ଦର ସ୍ବାଭାବିକ ଭାବେ କାର୍ଯ୍ୟ କରୁଛି।

Related Articles

Back to top button